Posts

Showing posts from March, 2023

ଗୀତିକାର ଡ଼ାଇରୀ - ଶ୍ରୀ ସୁଧାଂଶୁ ଶେଖର ପାତ୍ର

Image
   ଶ୍ରୀ ସୁଧାଂଶୁ ଶେଖର ପାତ୍ର  ଏହି ନାଁ ଟି ଗୀତିକାର  ଭାବରେ ସେତେ  ପରିଚିତ ନହେଲେ ବି ହାତ ଗଣତି ତାଙ୍କର କିଛି ଟା ଗୀତ ଦର୍ଶକ ମାନଙ୍କ ର ବେଶ୍ ପସନ୍ଦ ହୋଇଛି।  ନାମ - ସୁଧାଂଶୁ ଶେଖର ପାତ୍ର ଗ୍ରାମ - ଖସିଗୁଡା, ଡାକ ଘର -  ଚିଲିଗୁଡା , ଥାନା - ଜୁନାଗଡ଼,  ଜିଲ୍ଲା - କଳାହାଣ୍ଡି, ଓଡ଼ିଶା  -୭୬୬୦୧୪  ମୋବାଇଲ୍ -୮୧୪୪୬୮୫୧୬୫ ଶିକ୍ଷାଗତ ଯୋଗ୍ୟତା - ସ୍ନାତକୋତ୍ତର (ଇଂରାଜୀ)  ବୃତ୍ତି - ଶିକ୍ଷକତା ବର୍ତ୍ତମାନ  କର୍ମସ୍ଥଳି - ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଜୁନାଗଡ଼, କଳାହାଣ୍ଡି  ଲେଖକ ଓ ସହିତ୍ୟିକ   -  ଶ୍ରୀ  ସୁଧାଂଶୁ ଶେଖର ପାତ୍ର                                           ଲେଖାଲେଖି ଆରମ୍ଭ. - ୧୯୮୬ ମସିହା  ଆକାଶବାଣୀ ଜୟପୁର (୧୯୮୬) ଏବଂ ଆକାଶବାଣୀ ଭବାନୀପାଟଣା (୧୯୯୩) ସହିତ ସଂପୃକ୍ତ , ଆକାଶବାଣୀ ନାଟକ ବିଭାଗ ଙ୍କର  ସ୍ୱୀକୃତପ୍ରାପ୍ତ କଳାକାର   ଆମ ଓଡ଼ିଶାରଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଲେଖା ସ୍ଥାନୀତ ହେବାର ପ୍ରକ୍ରିୟା ଆରମ୍ଭ - ୧୯୯୦  ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଓ ପ୍ରସାରିତ ହୋଇଥିବା ଲେଖା କବିତା -   ଅମଉଳା ଫୁଲ  ଝରକା ବନ୍ଦ କରିଦେଲେ  ଜୀବନର ପଥେ  କାମନାର ଅସମାପ୍ତ ମଞ୍ଚ  ସକାଳ ହେଲା  ହାତ ବଢ଼େଇ ଦେ  ଆଗେଇ ଚାଲ  ମାଟିର କବିତା ଲେଖୁ ଲେଖୁ  କବିତା ଲେଖିବି  ପାଥେୟ  ସ୍ଵତନ୍ତ୍ର ଭିକ୍ଷୁକ  ନିଆଁ ଜଳୁଥିବ  ବିଲୟ