ଗୀତିକାର ଡ଼ାଇରୀ - ଶ୍ରୀମତୀ ସସ୍ମିତା ଦାଶ
ଶ୍ରୀମତୀ ସସ୍ମିତା ଦାଶ, ଏକାଧାରାରେ ଜଣେ କବି, ଗାଳ୍ପିକା ଓ ପ୍ରାବନ୍ଧିକା | ଲେଖନୀ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅନୁଭୂତି ପ୍ରକାଶ କରି ସେ ବେଶ୍ ଲୋକପ୍ରିୟ ହୋଇଛନ୍ତି |ତାଙ୍କର କବିତା ହୃଦୟସ୍ପର୍ଶୀ ଓ ବାସ୍ତବ ଧର୍ମୀ I ଢେଙ୍କାନାଳ ସହର ରେ ଜନ୍ମ, ପିତା ଭିକାରୀ ଚରଣ ମିଶ୍ର, ମାତା ସୁଶାନ୍ତିନୀ ମିଶ୍ର ଓ ସ୍ୱାମୀ ସୁବାଷ ଚନ୍ଦ୍ର ଦାଶ | ଖୁବ କମ୍ ବୟସ ରୁ ଲେଖନୀ ଚାଳନା କରି ସେ ସାରା ଓଡିଶା ରେ ପ୍ରତିଷ୍ଠିତ | ରେଣୁବାଳା ସ୍ମୃତି ସଂସଦ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ | ତାଙ୍କ ଲାଗି ଢେଙ୍କାନାଳ ସଦା ଗର୍ବିତ | କେତେ ଲେଖା ପ୍ରକାଶିତ ତାହା ତ ଲୋକ ଲୋଚନ କୁ ଆସିଛି ହିଁ ଆଉ କେତେ ଲେଖା ଅପ୍ରକାଶିତ ତାହା ତାଙ୍କର ସ୍ମୃତି ରେ ଲୁଚି ରହି ଅଛି I ଗୀତିକାର - ସସ୍ମିତା ଦାଶ ରିମ୍ ଝିମ୍ ଏଇ ବରଷା ହଜିଲା ଅତୀତ ଚିଠି ପ୍ରିୟା କୁ କ୍ରାନ୍ତି ସ୍ମୃତି ପ୍ରବନ୍ଧ ଲେଖିକା -ସସ୍ମିତା ଦାଶ କବି ଓ କବିତା ସମାଜ ରେ ନାରୀ ର ଭୂମିକା ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆହାର ର ଉପଯୋଗୀତା ସସ୍ମିତା ଦାଶ ଙ୍କ ଗୀତ ରଚନା ଶୈଳୀ, ନିଶ୍ଚିତ ରୂପେ ଭିନ୍ନତା ଦାବୀ କରେ । ଆମ ତରଫରୁ ସସ୍ମିତା ଙ୍କୁ ଅନେକ ଅନେକ ଶୁଭକାମନା । ଆମେ ତାଙ୍କ ସହିତ ଜଡିତ ହୋଇ ଗୌରବାନ୍ୱିତ ମାନେ କରୁ ସସ୍ମିତା ଦାଶ ଙ୍କୁ ଆପଣ ମାନେ ନିମ୍ନୋକ୍ତ ସଂଖ୍ୟା ରେ ସଂ...