ବନ୍ଧୁ ରେ - Bandhu re

 ବନ୍ଧୁ ବର୍ଗ,

ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସାସମଲ ମାନସ ଆମ ପାଇଁ ଲେଖିଥିବା  ଏକ ଗୀତ ପ୍ରସ୍ତୁତ କରୁଛୁ. ଜୀବନ ର ସତ୍ୟତା ଉପରେ ଆଧାରିତ ଏହି ଲେଖା ଟି . ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ .

➡️ CLICK ON THE VIDEO BELOW BELOW  TO LISTEN

➡️ ଗୀତ ଟି ଶୁଣିବା ପାଇଁ ତଳେ ଥିବା ଚିତ୍ର କୁ କ୍ଲିକ କରନ୍ତୁ


ସଂଗୀତ - ସମ୍ବିତ ଦାଶ ଓ ସନ୍ଦୀପ ଦାଶ
ଗୀତ - ସାସମଲ ମାନସ
ଗାୟକ - ସମ୍ବିତ ଦାଶ
ପ୍ରୋଗ୍ରାମ କରିଛନ୍ତି - ସମ୍ବିତ ଦାଶ
ରେକର୍ଡିଙ୍ଗ ସ୍ଟୁଡ଼ିଓ - ସମ୍ବିତ ଦାଶ ଙ୍କ ହୋମ ସ୍ଟୁଡ଼ିଓ
ଚିତ୍ରୋତଳନ ଓ ଭିଡିଓଗ୍ରାଫି - ସମ୍ବିତ ଦାଶ


ଗୀତ

ବନ୍ଧୁ ରେ

କାହିଁ ଦେଖୁ ମିଛ ସ୍ବପ୍ନ

ଦିନେ ସବୁ ଉଜୁଡ଼ିବ

ସମୟ ପାଖରେ

ବନ୍ଧୁ ରେ


ବନ୍ଧୁ ରେ

କାହିଁ କରୁ ଅଭିମାନ କାହିଁ ଦେଖୁ ମିଛ ସ୍ବପ୍ନ

ଦିନେ ସବୁ ଉଜୁଡ଼ିବ ସମୟ ପାଖରେ

ବନ୍ଧୁ ରେ


ଆଜି ଯିଏ ଆପଣାର

କIଲି ସିଏ ପର

ଡେଇଁ ବାକୁ ହେବ ତୋତେ

ଲଖ୍ମ୍ନଣ ର ଗାର

ଆଜି ଯିଏ ଆପଣାର  କIଲି ସିଏ ପର

ଡେଇଁ ବାକୁ ହେବ ତୋତେ ଲଖ୍ମ୍ନଣ ର ଗାର

ହସ ଯିବ ବାଟ ଭୁଲି ଲୁହ ହେବ ରଙ୍ଗ ତୁଳି

ଲେଖାଇବା ନୂଆ ଗୀତ ଜୀବନ ଖାତାରେ

ବନ୍ଧୁ ରେ


ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ

ଲୁହ ସାଥେ ସଦା ବେଳେ ଭାବ ବିନିମୟ

ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ

ଲୁହ ସାଥେ ସଦା ବେଳେ ଭାବ ବିନିମୟ

ଜୀବନ ଟା  ଛକି ସୁନ କେବେ ପାପ କେବେ ପୁଣ୍ୟ

 ହଜିବା ର ନାହିଁ ବନ୍ଧୁ ଅଜଣା ଗଳି ରେ ବନ୍ଧୁ ରେ

ବନ୍ଧୁ ରେ


ବନ୍ଧୁ ରେ

କାହିଁ କରୁ ଅଭିମାନ କାହିଁ ଦେଖୁ ମିଛ ସ୍ବପ୍ନ

ଦିନେ ସବୁ ଉଜୁଡ଼ିବ ସମୟ ପାଖରେ 

ବନ୍ଧୁ ରେ


କାହିଁ କରୁ ଅଭିମାନ କାହିଁ ଦେଖୁ  ମିଛ ସ୍ବପ୍ନ

ଦିନେ ସବୁ ଉଜୁଡ଼ିବ ସମୟ ପାଖରେ 

ବନ୍ଧୁ ରେ


Comments

Popular posts from this blog

Mun Madhyabitta - ମୁଁ ମଧ୍ୟବିତ୍ତ

ଜଗା ନାଚୁଛି - Jaga Nachuchi